କାଦଶୀ ମେହେର ଙ୍କ ବିୟୋଗର ଅନ୍ତେଷ୍ଟିକ୍ରିୟାରେ ବୟନିକା ସଭାପତି
ବୌଦ୍ଧ ଜିଲ୍ଲା ରାଧାନଗର ରୋହିତ ମେହେର ପିତୃ ଏକାଦଶୀ ମେହେର ଙ୍କ ବିୟୋଗର ଅନ୍ତେଷ୍ଟିକ୍ରିୟାରେ ବୟନିକା ସଭାପତି ଶ୍ରୀଯୁକ୍ତ Prakash Chandra Meher ଯୋଗଦାନ ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଅବସରରେ ସଙ୍ଗରେ Dolamani Meher ମଧ୍ୟ ଉପସ୍ଥିତ l ଉକ୍ତ ପରିବାରର ଏକ ଶିଶୁ ଯିଏ କି ପିତୃ ହରାଇଥିବା ରାମଜୀ ମେହେର ବୟସ 12, ସ୍ବର୍ଗତ ଏକାଦଶୀଆ ତାଙ୍କର ପଣଅଜା ଅଟନ୍ତି l ବୟନିକା ସଭାପତି ଶ୍ରୀଯୁକ୍ତ ମେହେର ରାମଜୀର ପାଠପଢା ସମ୍ବନ୍ଧୀୟ ଖର୍ଚ୍ଚ ବହନ କରୁଛନ୍ତି l