ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦାୟିତ୍ୱ ଗ୍ରହଣ।
ନୀଳଗିରି,ତା,୭/୪(ନୀଳଗିରି)ମହାମହିମ କୁଳାଧିପତିଙ୍କ କାର୍ଯ୍ୟାଳୟର ନୋଟିଫିକେଶନ୍ ସଂଖ୍ୟା GOV-HE-UI-0010-2020/4460/SG (HE), ତାରିଖ ୬ ଏପ୍ରିଲ ୨୦୨୬ ଅନୁସାରେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ତାରିଖ ୭ ଏପ୍ରିଲ ୨୦୨୬...