- CBSE_ପୁନଃମୂଲ୍ୟାୟନପୋର୍ଟାଲ୍ ଖୋଲିଲା
- CBSE ଦ୍ୱାଦଶ ମାର୍କ ଯାଞ୍ଚ ଓ ପୁନଃମୂଲ୍ୟାୟନ ପୋର୍ଟାଲ୍ ଖୋଲିଲା
- ଯାଞ୍ଚ ଓ ପୁନଃମୂଲ୍ୟାୟନ ପୋର୍ଟାଲରେ ଆରମ୍ଭ ହେଲା ଲାଇଭ୍
- CBSE ମୁଖ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ଦିଆଗଲା ଜରୁରୀ ସୂଚନା
- ଯାଞ୍ଚ ଓ ପୁନଃମୂଲ୍ୟାୟନ ଆବେଦନ ନେଇ ଭିଡିଓ ଜାରି
- ଭିଡିଓକୁ ଧ୍ୟାନପୂର୍ବକ ପର୍ଯ୍ୟାୟକ୍ରମେ ଦେଖିବାକୁ ନିର୍ଦ୍ଦେଶାବଳୀ