Header-News-Banner
WhatsApp Image 2026-06-02 at 4.34.26 PM (1)
  • ମାଲେସିଆରେପିଲାଙ୍କୁ ସୋସିଆଲମିଡିଆମନା
  • ଟିନ୍‌ ଏଜରଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌ କଲା ମାଲେସିଆ
  • ୧୬ ବର୍ଷରୁ କମ୍‌ ପିଲାଙ୍କ ପାଇଁ କଟକଣା କଲେ ମାଲେସିଆ ସରକାର
  • ପିଲା ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ବାରଣ ହେଲା
  • ସୋସିଆଲ ମିଡିଆ ସଂସ୍ଥାକୁ ବୟସ ଯାଞ୍ଚ ପାଇଁ ନିର୍ଦ୍ଦେଶ
  • ଯେଉଁ ସଂସ୍ଥା ନିୟମ ନ ମାନିବେ ୨.୫ ନିୟୁତ ଡଲାର ଜରିମାନା ଦେବେ
  • ପିଲାଙ୍କ ତ୍ରୁଟି ପାଇଁ ବାପା ମାଆଙ୍କୁ ଜରିମନା କରାଯିବ ନାହିଁ
  • ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ବ୍ରାଜିଲରେ ପିଲାଙ୍କୁ ବାରଣ ହୋଇ ସାରିଛି

Spread the love

Leave a Reply

Your email address will not be published. Required fields are marked *