- ବଦଳିଲାପାଗ ତାତିରୁମିଳିଲା ଆଶ୍ୱସ୍ତି
- ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ
- ଭୁବନେଶ୍ୱର, ଖୋର୍ଦ୍ଧା ସମେତ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
- ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା
- କଟକ ଓ ବାଲେଶ୍ୱର ସମେତ ୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ
- କୁଆପଥର ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ