- ୧୪ଘଣ୍ଟା ଚାଲିଲା_ବିଧାନସଭା
- ମଧ୍ୟରାତ୍ରୀଯାଏଁଚାଲିଲା_ବିଧାନସଭାର ସ୍ୱତନ୍ତ୍ର ଅଧିବେଶ
- ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨ ଟା ୪୫ ଯାଏଁ ଚାଲିଲା
- ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ କାର୍ଯ୍ୟକାରୀ ପାଇଁ ସଂକଳ୍ପ
- ଗୋଟିଏ ଦିନରେ ପ୍ରାୟ ୧୪ ଘଣ୍ଟା ଯାଏଁ ଚାଲିଲା ଗୃହ
- ଦିନ ତମାମ ଗୃହରେ ସରଗରମ ଆଲୋଚନା