ବିଷମ କଟକ ବ୍ଲକରେ FLNAT. ପରୀକ୍ଷା ଅନୁଷ୍ଠିତ
ବିଷମ କଟକ. ୨୨/୯(ପ୍ରଶାନ୍ତ କୁମାର ପାତ୍ର ) ରାୟଗଡା ଜିଲ୍ଲା ବିଷମ କଟକ ରେ ଭାରତ ସରକାରଙ୍କ NEW INDIA LITERACY PROGRAMME(NILP) ଅଧୀନରେ ୨0/0୯/୨୦୨୬ରବିବାର ବିଷମ କଟକ ବ୍ଲକରେ foundational Literacy and Numeracy Assessment Test(FLNAT)ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ବ୍ଲକର ବିଭିନ୍ନ ସ୍ଥାନରେ ମୋଟ ୧୦୬ଟି Assessment Centrere ରେ ଏହି ପରୀକ୍ଷା ଆୟୋଜନ କରାଯାଇଥିଲା ପ୍ରାପ୍ତ ସୂଚନା ଅନୁଯାୟୀ ମୋଟ ୨୦୭୦ଜଣ Learmer ଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିବା ବେଳେ ୨୦୨୩ଜଣ Leamer ପରୀକ୍ଷା ରେ ଅଂଶଗ୍ରହଣ କରିଥିଲେ | ସୂଚନା ଯୋଗ୍ୟ ଯେ NILP ହେଉଛି ଭାରତ ସରକାରଙ୍କ ଏକ ଗୁରୁତ୍ୱ ପୂର୍ଣ୍ଣ ସାକ୍ଷାରତା ଅଭିଯାନ | ଏହା ମାଧ୍ୟମରେ ୧୫ ବର୍ଷ ବୟସର ନିରକ୍ଷର ବ୍ୟକ୍ତି ମାନଙ୍କ ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ ରେ ସକ୍ଷମ କରିବା ଲକ୍ଷ୍ୟ ରହିଛି | FLNAT ମାଧ୍ୟମରେ learmer ମାନଙ୍କର ଅର୍ଜିତ ମୌଲିକ ସାକ୍ଷାରତ ଓ ସଂଖ୍ୟାଜ୍ଞାନର ମୂଲ୍ୟାଙ୍କନ କରାଯାଉଛି | ବିଷମ କଟକ ବ୍ଲକରେ ପରୀକ୍ଷାକୁ ସୁଚାର ଓ ଶୃଙ୍ଖଲିତ ଭାବେ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନ୍ୟାନ ଅଧିକାରୀ ପରୀକ୍ଷା କେନ୍ଦ୍ରର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ, CRCC, ପରୀକ୍ଷକ ଓ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସହଯୋଗ ରହିଥିଲା |, ନିରକ୍ଷରତା ଦୂରୀକରଣ ସହିତ ପ୍ରତ୍ୟେକ ନାଗରିକଙ୍କୁ ମୌଲିକ ଶିକ୍ଷାର ସୁଯୋଗ ପ୍ରଦାନ କରିବା ଦିଗରେ ନୀଳ୍ପ ଏକ ଗୁରୁତ୍ୱର ପୂର୍ଣ୍ଣ ପଦକ୍ଷେପ ହୋଇଥିବା ବେଳେ, ବିଷମ କଟକ ବ୍ଲକରେ Learmer ମାନଙ୍କର ଏହି ବ୍ୟପକ ଅଂଶଗ୍ରହଣ ଅଭିଯାନର ଲକ୍ଷ୍ୟ ପୂରଣ ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ