Header-News-Banner

ଭାଜପାର ନବନିର୍ବାଚିତ ରାଜ୍ୟ ଉପ ସଭାପତିଙ୍କୁ କୁସୁମଖୁଣ୍ଟି ଠାରେ ସ୍ୱାଗତ ସମ୍ବର୍ଦ୍ଧନା

0
IMG-20251206-WA0052

କଳାହାଣ୍ଡି,କୋକସରା ୦୬/୧୨: ରୁପେନ୍ଦ୍ର ସୁନାନୀ:ଭାରତୀୟ ଜନତା ପାର୍ଟିର ନବନିର୍ବାଚିତ ରାଜ୍ୟ ଉପ ସଭାପତି ଭବେନ୍ଦ୍ର ପଣ୍ଡାଙ୍କୁ କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର କୁସୁମଖୁଣ୍ଟି ଶିବ ମନ୍ଦିର ପ୍ରାଙ୍ଗଣରେ ସ୍ବାଗତ ସମର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସମ୍ବର୍ଦ୍ଧନା ସଭାରେ ଶ୍ରୀ ପଣ୍ଡା ଦଳୀୟ କର୍ମକର୍ତ୍ତା ଙ୍କୁ ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେତୃତ୍ୱ କୁ ଟାଣ କରିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଧର୍ମଗଡ଼ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କୁନ୍ତୀ ପାଲ,ବିଭୂତି ଭୂଷଣ ପୁରୋହିତ , ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର , ପତବନ୍ତ ସିଂ,ପଦ୍ମନ ମହାକୁଡ , ମହିଳା ନେତ୍ରୀ ପ୍ରତିମା ପୁଝାରୀ, ବରିଷ୍ଠ ନେତା ସୁଧିର ପାତ୍ର, ଆମପାଣି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା , ମୋଟେର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଧବଳେଶ୍ୱର ଗୋପାଳ, କୋକସରା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି କ୍ଷୀରସିନ୍ଧୁ ନେଗି, କୋକସରା ମଣ୍ଡଳ ସାଧାରଣ ସମ୍ପାଦକ ସାରଳା ପ୍ରଧାନ,ମନୋଜ କୁମାର ନାଏକ, ଆମପାଣି ମଣ୍ଡଳ ସାଧାରଣ ସମ୍ପାଦକ ତୁଲାରମ ନାଏକ, ଦ୍ରୋଣଚାର୍ଯ୍ୟ ଗୋପାଳ, ମୋଟେର ମଣ୍ଡଳ ସାଧାରଣ ସମ୍ପାଦକ ରାଧେଶ୍ୟାମ ଗୋପାଳ, କମଳ ଲୋଚନ ଦଳପତି ସମେତ ଅନ୍ୟ କର୍ମି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *