Header-News-Banner
WhatsApp Image 2026-04-22 at 3.05.01 PM
  • ଗଠନହେଲା ଅନଲାଇନ୍ଗେମିଂ ପ୍ରାଧିକରଣ
  • ଅନଲାଇନ୍ ଗେମିଂ ପ୍ରାଧିକରଣ ଗଠନ କଲେ କେନ୍ଦ୍ର ସରକାର
  • ଏନେଇ IT ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
  • IT ମନ୍ତ୍ରାଳୟ ଅତିରିକ୍ତ ସଚିବଙ୍କୁ ଅଧ୍ୟକ୍ଷ ଦାୟିତ୍ବ
  • ଅଧ୍ୟକ୍ଷଙ୍କ ବ୍ୟତୀତ ଆଉ ୫ ଜଣ ସଦସ୍ୟ ଭାବେ ନିଯୁକ୍ତ
  • ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ, ଅର୍ଥ ମନ୍ତ୍ରାଳୟ ଯୁଗ୍ମ ସଚିବ ସଦସ୍ୟ ଭାବେ ନିଯୁକ୍ତ
  • ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଓ କ୍ରୀଡ଼ା ମନ୍ତ୍ରାଳୟ ଯୁଗ୍ମ ସଚିବ ସଦସ୍ୟ ଭାବେ ସାମିଲ୍
  • ଆଇନ୍ ମନ୍ତ୍ରାଳୟ ଯୁଗ୍ମ ସଚିବ ବି ସଦସ୍ୟ ଭାବେ ନିଯୁକ୍ତ
Spread the love

Leave a Reply

Your email address will not be published. Required fields are marked *