ମୌଳିକ ସୁବିଧା ରୁ ବୋଞ୍ଚିତ ଲୋକେ
କୋରାପୁଟ ଜିଲ୍ଲା ଲମୋ ତା ପୁଟ ବ୍ଲକ ଅନ୍ତର୍ଗତ ବୋନୋମଲିପୁଟ ପଞ୍ଚା ୟୋତ୍ ର ଦେବୋ ଗୋନ୍ଦୋନା ଗାଁ ର ଆମୋ ଓଙ୍ଗୋନବଡି କେନ୍ଦ୍ରର ଅନେକ ମୌଳିକ ସୁବିଧାରୁ ବଂଚିତ । ସୋରୋକର ଗୋଲା ଓ ନୂଆଁ ସୋରୋକାର ଆସିଲାl
ପୂର୍ବ ସୋରକାର ଖାଲି ପାଣି ଟେଙ୍କ ବସାଇ ଦେଇ ଠକି ଦେଲା କିନ୍ତୁ ପାଣି ଦେଇ ପାରି ନାହାଁନ୍ତି। ସବୁ ତିଆରି କରାଯାଇ ଥିବା ଭାଙ୍ଗି ରୂଜି ନୋଷ୍ଟ ହେଲା ପିଲା ଙ୍କ ନିମୋନ୍ତେ ନା ପିଇବା ପାଣି ନା ଶୌଚ ନିମୋ ନ୍ତେ କୌଣସି ସୁବିଧା।
ସୋରୋପଞ୍ଚ ଆଉ ସମିତି କିମ୍ବା ବ୍ଲକ୍ ପ୍ରଶାସନ ସୋମପୂର୍ଣ୍ଣ ଓନୋଦେଖା
କୋରୁଚନ୍ତି । ଗ୍ରମୋବାସି ସୋରୋକାର କୁ ଅନୁରୋଧ କୋରୁ ଛନ୍ତି କି ଏହାର ସମାଧାନ ଶୀଘ୍ର କରନ୍ତୁ।
ସମିତି ସୋଭ୍ୟୋ ଶ୍ରୀ Jogornath ହୋନ୍ତାଲୋ ଶୀଘ୍ର କୋରାଇ ବାକୁ ଦାୟିତ୍ୱ ନେଲେ