- ଖରା ଛୁଟିରେ ହ୍ବାଟ୍ସଆପ୍ରେ ପଢାଯିବ_ପାଠ
- ଏଥର ଖରା ଛୁଟିରେ ପିଲାଙ୍କୁ ପଢାଯିବ ହ୍ବାଟ୍ସଆପ୍ରେ ପାଠ
- ଖରାଦିନ ଛୁଟିରେ ସମର ଲର୍ଣ୍ଣିଂ ନାଁରେ ଚାଲିବ ପାଠପଢା
- ଅଭିଭାବକଙ୍କ ହ୍ୱାଟ୍ସଆପ୍ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍ମେଣ୍ଟ
- ଶିଶୁବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବ୍ୟବସ୍ଥା ନେଇ ଓସେପାର ଚିଠି
- ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆସନ୍ତା ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍ ପାଇଁ ଚିଠି