- ୨୫ପର୍ଯ୍ୟନ୍ତ ତାତିରୁନିସ୍ତା ର ନାହିଁ
- ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ; ୟେଲୋ ୱାର୍ଣ୍ଣିଂ ଜାରି
- ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ହିଟ୍ ୱେଭ୍ ନେଇ ଜାରି ହେଲା ୱାର୍ଣ୍ଣିଂ
- କାଲି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
- ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟାରୁ ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ ବହିପାରେ
- ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗରମ ସହ ଗୁଳୁଗୁଳି ନେଇ ସତର୍କ ସୂଚନା