Header-News-Banner

ଜଳିଲା ଫାର୍ମ ପାଉଁଶ ହୋଇଗଲେ ତିନି ହଜାର ରୁ ଉର୍ଦ୍ଧ କୁକୁଡ଼ା,

0
WhatsApp Image 2026-03-29 at 6.01.50 PM

ନୀଳଗିରି:୨୯/୨୬(ନୀଳଗିରି) ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଶ୍ୟାମସୁନ୍ଦର ପୁର ପଂଚାୟତ, ଦ୍ୱାରିକା ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ୨୮-୦୩-୨୦୨୬ରିଖ ରାତ୍ରୀ ୧୧ଘଟିକା ସମୟ ରେ, କୋଣସି କାରଣ ରୁ ତାଙ୍କର ୧୨୦ ଲମ୍ବ ୨୫ଫୁଟ ପ୍ରଶସ୍ତ ବିଶିଷ୍ଟ ବ୍ରଏୟଲୋର କୁକୁଡ଼ା ଫାର୍ମ ଓ ଅତି ଦୁଃଖ ର କଥା ଯେ,ଫାର୍ମ ରେ ରହିଥିବା ୩୦୦୦ ରୁ ଉର୍ଦ୍ଧ ବ୍ରଏୟଲୋର କୁକୁଡ଼ା,ଉଜ୍ଜନ ପାଖା ପାଖି ୮୦୦ଗ୍ରାମ ରୁ ୯୦୦ ଗ୍ରାମ ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି, ଚାଷୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିବା ଅନୁଯାଇ, ତାଙ୍କ ପୁଅ ବିଶ୍ୱଜିତ ମହାପାତ୍ର କୁକୁଡ଼ା ଗୁଡିକ ଙ୍କୁ ଦାନା ପାଣି ଦେଇ ଘରକୁ ଖାଇ ସୁଇଥିଲେ,,ରାତି ୧୧ଘଟିକା ରେ ପାଖ ପୋଡ଼ସୀ ନିଆଁ ଦେଖି ଡାକିବା ଦ୍ୱାରା, ସେ ଯାଇ ଫାର୍ମ ଦେଖନ୍ତି ତ,ହୁତୁହୁତ ନିଆଁ ରେ ନଡ଼ା କୁଟା ଛପର ତିଆରି ଫାର୍ମ ଟି ଜଳୁଛି,ସଙ୍ଗେ ସଙ୍ଗେ ଅଗ୍ନିଶ୍ରମ ବିଭାଗ କୁ ଜଣାଇବା ଦ୍ୱାରା, ଅଗ୍ନିଶ୍ରମ ବାହିନୀ ପହଂଚି ନିଆଁ ଆୟତ କରିବା ବେଳକୁ ଫାର୍ମ ଓ କୁକୁଡ଼ା ଜଳି ପାଉଁଶ ହୋଇଯାଇଛି, ଏଫାୟାର ଅନୁଯାଇ କେହି ଇର୍ଷାଳୁ ବେକ୍ତି ସହି ନପାରି, ଏହିପରି କାର୍ଯ୍ୟ କରିଥାନ୍ତି ବୋଲି ଶ୍ରୀ ମହାପାତ୍ର ଥାନା ରେ ଜଣାଇବା ଶହ ତାଙ୍କର ବ୍ୟାଙ୍କ ରୁ ଋଣ କରି କୁକୁଡ଼ା ଚାଷ ଆରମ୍ଭ କରିଥିଲେ, ଆକଳନ ମୂଲ୍ୟ ପାଞ୍ଚଲକ୍ଷ କ୍ଷେତି ହୋଇଛି ବୋଲି ଅଭିଯୋଗ କରିଛନ୍ତି,,

Spread the love

Leave a Reply

Your email address will not be published. Required fields are marked *