ସହାୟତା ର ହାତ ବଢ଼ାଇଲା ମା’ ଗଡ଼ଚଣ୍ଡୀ ପୂଜା କମିଟି,
ନୀଳଗିରି:୨୯/୨୬(ନୀଳଗିରି) ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ, ଦ୍ୱାରିକା (ଗୁଡ଼ିଖୁଳା ଗ୍ରାମରେ ସଂକରା ସିଂ, କୀଡୀନି ରୋଗରେ ପୀଡିତ ହୋଇ, ମୃତ୍ୟୁବରଣ କରିଛନ୍ତି,ଏକୁଟିଆ ରୋଜଗାର କ୍ଷେମ କରି ପରିବାର ର ୫ଜଣ ସଦସ୍ୟ ଙ୍କୁ ପ୍ରତିପୋଷଣ କରୁଥିଲେ, ତେଣୁ ସେ ଦାରିଦ୍ର ସୀମା ରେଖା ତଳେ ଜୀବନ ଅତିବାହିତ କରିଥିବାରୁ, ତାଙ୍କର ଏହିପରି ଅଚାନକ ବିୟୋଗ ରେ, ପରିବାର ସମ୍ପୂର୍ଣ ଅସହାୟ ହୋଇ ପଡିଥିଲେ, ତେଣୁ ତାଙ୍କର ଏହିପରି ଦୁଖଃଦ ପରିବାର ବର୍ଗ ଙ୍କୁ, ମା’ ଗଡ଼ଚଣ୍ଡୀ ପୂଜା କମିଟି ପକ୍ଷରୁ, ଏକାଦଶାହ କ୍ରିୟା ନିମନ୍ତେ ଆର୍ଥିକ ସହାୟତା କରିବା ସହ,ଆଗାମୀ ଦିନରେ ଅନ୍ୟାନ ସହଯୋଗ କରାଯିବ ବୋଲି କମିଟି ପକ୍ଷରୁ ସୋମା ସିଂ, ପଦ୍ମଲୋଚନ ସରେନ, ପିତାମ୍ବର ସିଂ, ଦିଲ୍ଲୀପ ସରେନ, ଦାସ ଟୁଡୁ, ବୁଦ୍ଧିଆ ସିଂ, ବସନ୍ତ ସିଂ, ଅଜିତ ମାଝୀ, ନୁଁରିନ ମାଝୀ, ବଳିଆ ସିଂ, ବାଲିଆ ସରେନ, ଶିବ ହାଁସଦା, ବସନ୍ତ ସିଂ,ମୁଷୁ ମୁର୍ମୁ, ମୋହନ ମାଝୀ, ବାପୁନୁ ମାଝୀ, ଗଙ୍ଗାଧର ସିଂ ପ୍ରମ୍ମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ପ୍ରତିଶୃତି ଦେଇଥିଲେ,,