Header-News-Banner

ବିଭିନ୍ନ ସଙ୍ଘ ପକ୍ଷରୁ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଡମ୍ବରୁଧର କହଁର ଙ୍କୁ ସମର୍ଦ୍ଧନା ପ୍ରଦାନ

0
WhatsApp Image 2026-04-27 at 8.57.57 PM

କଣ୍ଟାମାଳ ୨୭:୦୪:୨୦୨୬(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କଣ୍ଟାମାଳ ବାସିନ୍ଦା ଡମ୍ବରୁଧର କହଁର ନିଯୁକ୍ତି ପାଇବା ପରେ ଜିଲ୍ଲାବାସୀ ସମେତ ବିଭିନ୍ନ ଜିଲ୍ଲାର ଆଦିବାସୀ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ସତ୍ୟନାରାୟଣ ଭୋଇ, ଆଦିବାସୀ ନେତା ଶିବ ଜାନି, ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାପତି ଯୋଗୀନ୍ଦ୍ର ସିଂ, ଉଲୁଣ୍ଡା ବ୍ଲକ ସଭାପତି ନନ୍ଦନ ବାରିକ, ବିନିକା ବ୍ଲକ କମିଟି ପକ୍ଷରୁ ଭାଗରଥି ମରପାଚି ପ୍ରମୁଖ ଶ୍ରୀ କହଁରଙ୍କୁ ଭେଟି ଫୁଲତୋଡ଼ା ଓ ଉପଢୌକନଦେଇ ଶୁଭେଚ୍ଛାଓ ସମର୍ଦ୍ଧନା ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *