Header-News-Banner

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-06-21 at 5.12.41 PM

ପଣ୍ଡାପଡା -(ତପନ କୁମାର ସାହୁ )କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଟିଲୋ ହୋମିଓ ପ୍ୟାଥୀକ ଚିକିତ୍ସାଳୟ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି.ଏଥିରେ ଡାକ୍ତର ସମାପିକା ରଥ, ଷ୍ଟାଫ ରାକେଶ କବାଟ, କୀର୍ତି ରଞ୍ଜନ ବାରିକଏବଂ ଚମ୍ପା ବତୀ ମହାନ୍ତ ଗ୍ରାମବାସୀ ରାଜ କିଶୋର ସାହୁ,ରଜତ ମିଶ୍ର, ଜାବୁରୁ ପଣ୍ଡା, ରୁକ୍ମଣ ମହାନ୍ତ ଏବଂ ଗ୍ରାମର 40ରୁ ଅଧିକ କୁନି କୁନି ପିଲା ଅଂଶ ଗ୍ରହଣ କରି ଥିଲେ. ଏଥିରେ ଡାକ୍ତର ସମସ୍ତ ଙ୍କୁ ଯୋଗ ଶିକ୍ଷା ଦେଇଥିଲେଏବଂ ପ୍ରାୟ, ଏକ ଘଣ୍ଟା ଧରି ଯୋଗ କରାଇ ଥିଲେ. ଯୋଗ କରିବା ଦ୍ଵାର ଆମ ଶରୀରର ଉର୍ନତି ବିଷୟ ରେ ଆଲୋକପତ କରିଥିଲେ.ଯୋଗ ସରିବା ପରେ ସମସ୍ତଙ୍କ ପାଇଁ ଜଳଖିଆର ବ୍ୟବସ୍ତା କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *