Header-News-Banner
WhatsApp Image 2026-05-30 at 10.34.52 AM
  • ଏଥରମୌସୁମୀ ରେ ସ୍ବାଭାବିକଠୁକମ୍ ବର୍ଷା’
  • ଚଳିତ ମୌସୁମୀରେ ଦେଶରେ ହାରାହାରି ୯୦% ବର୍ଷା ହେବ
  • ପୂର୍ବାନୁମାନ କଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
  • ‘ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବ’
  • ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବ’
  • ଉତ୍ତରପଶ୍ଚିମ ଓ ଉତ୍ତରପୂର୍ବ ଭାରତକୁ ଛାଡ଼ିଦେଲେ ସ୍ବାଭାବିକ ଠାରୁ କମ୍ ବର୍ଷା’
  • ‘ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍‌ ବର୍ଷା ହେବା ସମ୍ଭାବନା’
  • ଜୁନ୍ ଓ ଜୁଲାଇରେ ଏଲ୍ ନିନୋ ସ୍ଥିତି ବିକଶିତ ହେବାର ସମ୍ଭାବନା ଅଛି’
  • ଜୁନ୍‌ରେ ଓଡ଼ିଶା ସହ କିଛି ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିବ- IMD ଡିଜି
Spread the love

Leave a Reply

Your email address will not be published. Required fields are marked *