- ଆଜିଠୁ_ରାଜ୍ୟରେ SIR
- ଆଜିଠୁ ରାଜ୍ୟରେ ଆରମ୍ଭ ହେବ ସ୍ବତନ୍ତ୍ର ସଘନ ସଂଶୋଧନ- SIR
- ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲିବେ ବିଏଲ୍ଓ
- ପ୍ରତ୍ୟେକ ଭୋଟରଙ୍କୁ ୨ଟି ପରିଗଣନା ଫର୍ମ ଦେବେ
- ପରିବାରର ଓ ୨୦୦୨ ଭୋଟର ତାଲିକା ସମ୍ଭନ୍ଧୀୟ ତଥ୍ୟ ଦେବାକୁ ହେବ
- BLO ତଥ୍ୟ ଯାଞ୍ଚ କରିବେ, ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ
- ଜୁଲାଇ ୫ରେ ଚିଠା ଓ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ