- ଏଥରମୌସୁମୀ ରେ ସ୍ବାଭାବିକଠୁକମ୍ ବର୍ଷା’
- ଚଳିତ ମୌସୁମୀରେ ଦେଶରେ ହାରାହାରି ୯୦% ବର୍ଷା ହେବ
- ପୂର୍ବାନୁମାନ କଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
- ‘ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବ’
- ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବ’
- ଉତ୍ତରପଶ୍ଚିମ ଓ ଉତ୍ତରପୂର୍ବ ଭାରତକୁ ଛାଡ଼ିଦେଲେ ସ୍ବାଭାବିକ ଠାରୁ କମ୍ ବର୍ଷା’
- ‘ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍ ବର୍ଷା ହେବା ସମ୍ଭାବନା’
- ଜୁନ୍ ଓ ଜୁଲାଇରେ ଏଲ୍ ନିନୋ ସ୍ଥିତି ବିକଶିତ ହେବାର ସମ୍ଭାବନା ଅଛି’
- ଜୁନ୍ରେ ଓଡ଼ିଶା ସହ କିଛି ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିବ- IMD ଡିଜି