Header-News-Banner

ବ୍ଲକ୍ ପ୍ରଶାସନ ର ଆଢ଼ୁଆଳରେ ଆଦର୍ଶ ବିଦ୍ୟାଳୟ,

0
ab027e92-e737-4f25-89e8-0404eb7a3c74

ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ସଂଯୋଗ କରୁଥିବା ରାସ୍ତା ବେମାଲ , ବର୍ଷା ରେ ଛାତ୍ର ଛାତ୍ରୀ ଙ୍କ ଯାତାୟତ ପଥ ଅତୀ ସଙ୍କଟାପନ୍ନ,
ସାହାରପଡା କେନ୍ଦୁଝର ଜିଲ୍ଲାର ସାହାରପଡା ମୁଖିଆଳୟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି, ବର୍ଷା ହେଲେ କାଦୁଆ ରାସ୍ତା ରେ ବଡ ବଡ଼ ଖାଲ ଢିପ ସୃଷ୍ଟି ହୋଇ ସେଥିରେ ପାଣି ଜମି ରହୁଥିବାରୁ ଯାତାୟତ ରେ ଵାଧା ସୃଷ୍ଟି ହେଉଛି ,ଏଣୁ ସାଧାରଣ ରେ ପ୍ରଶ୍ନ ଉଠିଛି ବ୍ଲକ୍ ପ୍ରଶାସନ ର ପାରିବା ପଣିଆକୁ, / ସାହାରପଡା ରୁ ସଦାନନ୍ଦ ମହାନ୍ତ ଙ୍କ ରିପୋର୍ଟ କଳିଙ୍ଗ 24 NEWS

Leave a Reply

Your email address will not be published. Required fields are marked *