Header-News-Banner
WhatsApp Image 2026-04-24 at 7.52.47 AM


ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀ ଡ଼ାଲିଯୋଡ଼ା ବନାଞ୍ଚଳ ଉପଖଣ୍ଡ କାଇମାଟିଆ ଗ୍ରାମର କାଜୁ ଜଙ୍ଗଲ ରେ ମୃତ୍ୟୁ ବରଣ କରିଥିବା ଭାଲୁ ,ମୃତ୍ୟୁ ଘଟଣା ର ଫର୍ଦାଫାଶ କଲା ବୈରୀ ବନବିଭାଗ ! ମୃତ୍ୟୁ ର କାରଣ ବିସ୍ପୋରକ ଗୋଲା ସାହାଯ୍ୟ ରେ ହୋଇଛି ବୋଲି ବନାଞ୍ଚଳ ଅଧିକାରୀ ଙ୍କ ସୂଚନା, ଜଣେ ଗିରଫ ଓ ଦୁଇ ଜଣ ଫେରାର, ବରାହା ଶିକାର ପାଇଁ ବସାଇ ଥିବା ବେଳେ ଭାଲୁ ଟିର ମୃତ୍ୟୁ ! ଗିରଫ ବ୍ୟକ୍ତି ହେଲେ ନଳିଦା ଅଞ୍ଚଳ ର ତପନ ଲେଙ୍କା,!ଆଜି କୋୖର୍ଟ ଚାଲାଣ ପରେ ରଗଡି ଜେଲ କୁ ପଠା ଯାଇଛି !

Spread the love

Leave a Reply

Your email address will not be published. Required fields are marked *