ଆଜିସ୍କୁଲ୍ଛୁଟି_ନିଷ୍ପତ୍ତି- #ମନ୍ତ୍ରୀ
-ଆଜି ସ୍କୁଲ୍ ଛୁଟି ନେଇ ନିଷ୍ପତ୍ତି ନିଆଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ
-‘ଏସ୍ଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ’
-‘ତାପମାତ୍ରା ବଢୁଥିବା ବେଳେ ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ୍ ଛୁଟି ହେଲାଣି’
-ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି କହିଲେ ଗଣଶିକ୍ଷା ମନ୍ତ୍ରୀ