Header-News-Banner

କଙ୍କଣ ମେଣ୍ଡି ନୃସିଂହ ଠାକୁର ଙ୍କ ବାର୍ଷିକ ଉତ୍ସବ ରେ ଆଶ୍ରିବlଦ ଭିକ୍ଷା କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।

0
WhatsApp Image 2026-04-23 at 9.57.29 AM


ଦଶପଲ୍ଲା୨୧/୪/( କୁନା ବେହେରା) ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜl ମେଣ୍ଡି ପଂଚାୟତ କଙ୍କଣ ମେଣ୍ଡୀ ଗ୍ରାମରେ କାହିଁ କେଉଁ କାଳରୁ ପୁଜା ପାଇ ଆସୁଛନ୍ତି ପ୍ରତ୍ୟକ୍ଷ ଭାବେ ନୃସିଂହ ଠାକୁର ହେଲେ ଏହି ଉତ୍ସବ ଗତ ୧୧/୪/୨୬ ରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୧/୫/୨୬ ରିଖ ଦିନ ପୁର୍ନା ହୁତି ହେଵ ବୋଲି ଗ୍ରାମ କମିଟି ସୁଚନା ଦେଇଛନ୍ତି l ହେଲେ ଏହି ମନ୍ଦୀର ରେ ରୀତିନୀତି ଅନୁସାରେ ପ୍ରତିଦିନ ପୁଜା ଅନୁଷ୍ଟିତ ହୋଇ ଆସୁଛି ପୁଣି ବହୁ ଦୂରଦୂରାନ୍ତର ରୁ ଭକ୍ତ ଭାଇ ଭଉଣୀ ଦର୍ଶନ ପାଇଁ ଆସିଥାନ୍ତି ଯାହାକି ରୋଗ, ଦୁଃଖ, ଏବଂ ବିଭିନ୍ନ ମନସ୍କାମନା ର ଫଳ ମଧ୍ୟ ପ୍ରାପ୍ତି ହୋଇ ଥାଏ l ଏହି ଉତ୍ସବ ର ଯଜ୍ଞ ପୁରୋହିତ ଭାବେ ମାଟିଆ ନନ୍ଦ ସମ୍ପାଦନ କରୁଛନ୍ତି। ଏହି ଅବସରରେ ପ୍ରଭୁ ଙ୍କ କୃପା ଲାଭ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ପୂର୍ବତନଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, କୁଜl ମେଣ୍ଡି ପଂଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ପଙ୍କଜ ପୃଷ୍ଟି, ବl ଣିଗୋଛl ସରପଂଚଙ୍କ ପ୍ରତିନିଧି ସଂଜୀବ କରଣ ଏବଂ ଅନ୍ୟ ଅତିଥି ମଧ୍ୟ ବିଧାୟକ ଙ୍କ ସହିତ ଯାଇ ପ୍ରଭୁ ନୃସିଂହ ଠାକୁର ଙ୍କ ଦର୍ଶନ କରି ଅl ଶ୍ରିବl ଦ ଭିକ୍ଷା ଲାଭ କରିଥିଲେ ଏବଂ ମନ୍ଦିରର ଉନ୍ନତି ପାଇଁ ଗ୍ରାମ ବାସୀଙ୍କ ସହ ଆଲୋଚନl କରିଥିଲେ ପ୍ରତି ପଂଚାୟତ ଏବଂ ଗ୍ରାମ ମାନଂକ ରେ ପୁଜା ବିଧି ପର୍ବ ପର୍ବାଣୀ ଦୁଃଖ ସୁଖରେ ସାଥୀ ହୋଇ ଶ୍ରୀ ବେହେରା ଯୋଗ ଦେଇ ଜନ ସାଧାରଣ ଙ୍କ କଥାକୁ ଗୁରୁତ୍ଵ ଦେଉ ଥିବାରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ରମେଶ ବେହେରା ଙ୍କ ପତିଆର ଦୀନକୁ ଦିନ ବଢ଼ିବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *