କଲ୍ୟାଣସିଂହପୁରରେ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ତତ୍ପରତା, ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର ପରିସର ପରିଦର୍ଶନ କଲେ ଜିଲ୍ଲା ଦୌରାଜଜ୍
କଲ୍ୟାଣସିଂହପୁର ରୁ ( ଅଭିଳାଷ ମହାନନ୍ଦିଆ ) ୦୮/୧୧/୨୦୨୬ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ନ୍ୟାୟାଳୟ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ନ୍ୟାୟାଳୟର ଅସ୍ଥାୟୀ କାର୍ଯ୍ୟାଳୟ ଆରମ୍ଭ କରିବା...