ଓଡ଼ିଶା ସରକାରଙ୍କ ଦ୍ୱାରା ପାଳଲହଡ଼ା ର ଇଂରାଜୀ ନାମ ପରିବର୍ତ୍ତନ (Pallahara-Palalahada) ପାଇଁ କ୍ୟାବିନେଟ୍ ଅନୁମୋଦନ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ପାଳଲହଡ଼ା ନାମକୁ ଇଂରାଜୀରେ (Pallahara-Palalahada) ପରିବର୍ତ୍ତନ କରିବା ପାଇଁ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଓଡ଼ିଆ ଉଚ୍ଚାରଣ...