ଛଅଗୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କଲେ ଆକାଶଗୌରପୁର ଗ୍ରାମପଂଚାୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଗୃହ ଶିଳାନ୍ୟାସ କରି ଦୀର୍ଘ ଦିନର ସ୍ୱପ୍ନ ପୂରଣ କଲେ ବିଧାୟକ ଆକାଶ
(କେଶବ ମଲ୍ଲିକ )କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ କୋରେଇ ବ୍ଲକ୍ ଅନ୍ତର୍ଗତ ଅସନଝର ଓ ଗୌରପୁର ଗ୍ରାମପଂଚାୟତରେ ୬ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ...