Header-News-Banner

ଧର୍ମଗଡ ଓକିଲ ସଂଘ ନିର୍ବାଚନ , ଭବାନୀ ଶଙ୍କର ଦାସ ସଭାପତି ଓ ଭବାନୀ ଶଙ୍କର ପଣ୍ଡା ହେଲେ ସାଧାରଣ ସମ୍ପାଦକ

0
WhatsApp Image 2026-03-28 at 5.40.30 PM

ଧର୍ମଗଡ( କଳିଙ୍ଗ ଫୋକସ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ):

ଧର୍ମଗଡ ଓକିଲ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି।ଆଜି ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଧର୍ମଗଡ କୋର୍ଟ ପରିସରରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା।ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନ ଜିବୀ ଦିନେଶ କୁମାର ଶର୍ମା ନିର୍ବାଚନ ପରିଚାଳନା ତୁଲାଇଥିଲେ। ସଭାପତି ଭାବରେ ଭବାନୀ ଶଙ୍କର ଦାସ ,ଓ ଉପସଭାପତି ଆଶ୍ୱିନ କୁମାର ପଣ୍ଡା ,ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବରେ ଭବାନୀ ଶଙ୍କର ପଣ୍ଡା ଓ ସହ ସମ୍ପାଦକ ଭାବରେ ରିକି ରାମ ସାଗର ,କୋଷାଧ୍ୟକ୍ଷ ଭାବେ ଧନିଦ୍ର ନାଏକ ଙ୍କୁ ନିର୍ବାଚନ ଅଧିକାରୀ ବିଜୟ ଘୋଷିତ କରିଥିଲେ।କଲ୍ୟାଣୀ ନାଏକ,କମଳିନୀ ରଥ,ମିହିର ରଂଜନ ପଟ୍ଟ ଯୋଶୀ,ତୁଷାର ରଂଜନ ପାଟ ଯୋଶୀ, ହିମାଂଶୁ ପଣ୍ଡା, କୃପାସିନ୍ଧୁ ପଣ୍ଡା,ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପ୍ରମୁଖ ନିର୍ବାଚନ ପରିଚାଳନାର ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *