Header-News-Banner

ଗଞ୍ଜେଇ ସହ ମାରୁତି ସୁଜକିକାର ଜବତ, ଅଭିଯୁକ୍ତ ଚମ୍ପଟ୍

0
WhatsApp Image 2026-05-14 at 9.58.16 PM

କଣ୍ଟାମାଳ ୧୪:୦୫:୨୦୨୬(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୁଲିସ ପକ୍ଷରୁ ଆଜି ଉଦୟପୁର ଗ୍ରାମ କ୍ରସର ରାସ୍ତା ନିକଟରେ ଚଢାଉ କରାଯାଇ ଏକ ମାରୁତି ସୁଜକି କାର ସହ ୫୨ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଛି | ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ଖବର ପାଇ କଣ୍ଟାମାଳ ପୁଲିସର ଏକ ଟିମ ଉଦୟ ପୁର ଗ୍ରାମ କ୍ରସର ରାସ୍ତାନିକଟରେ ଚଢାଉ କରିଥିଲା l ପୁଲିସକୁ ଦେଖି ଗଞ୍ଜେଇ ସହ ମାରୁତି ସୁଜକି କାର ଛାଡି ଚାଲାଣକାରୀ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଦଉଡ଼ି ଚମ୍ପଟ୍ ମାରିଥିଲl l ଏ ସମ୍ପର୍କରେ କଣ୍ଟାମାଳ ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଆଇ ଆଇ ସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *