Header-News-Banner

ପଲସାଗୋରା ଅଞ୍ଚଳ ରେ ବର୍ଷା ପବନ ସହ କୁଆପଥର ବୃଷ୍ଟି l 

0
WhatsApp Image 2026-03-27 at 8.15.21 PM

କଣ୍ଟାମାଳ ୨୭:୦୩:୨୦୨୬(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ଅଞ୍ଚଳ ରେ ଆଜି ଅପରାହ୍ନ ସମୟରେ ରେ ଝଡ଼ ତୋଫାନ, ବର୍ଷା ସହ କୁଆପଥର ବୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l ଆଜି ଅପରାହ୍ନ ସମୟ ରେ ହଠାତ ପବନ ଆରମ୍ଭ ହୋଇଥିଲା l ପରେ ବର୍ଷା ଆରମ୍ଭ ହୋଇ କୁଆପଥର ବୃଷ୍ଟି ହୋଇଥିଲା l ପବନ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି l କୁଆପଥର ମାଡ଼ ରେ ପନିପରିବା ଚାଷ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛିl
ସେହିପରି ପଳସାଗୋରା ଅଂଚଳର ବିଭିନ୍ନ ସ୍ଥାନରେ ନାମ, ଯଂଜ୍ଞ, ଦଣ୍ଡ,ସଚାଲିଥିବା ସମୟରେ କୂଆ ପଥର ବୃଷ୍ଟି ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସଂମ୍ଭୁଖିନ ହୋଇଥିବାର ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *