Header-News-Banner

ଦେଶର ଟପ୍ପର ଓଡ଼ିଶା ଝିଅ

0
WhatsApp Image 2026-04-17 at 7.01.50 AM

୫୦୦ ରୁ ୫୦୦ ମାର୍କ ରଖି କଲେ ରେକର୍ଡ

*ସିବିଏସଇ ରେଜଲ୍ଟ ରେ ବାଜି ମାରିଲେ ଓଡ଼ିଶା ଝିଅ ଟିନା
*ଓଡ଼ିଶା ସମେତ ସାରା ଦେଶରେ ଟପ୍ପର ହେଲେ ଓଡ଼ିଆ ଝିଅ
*ସେ ପୁରୀ ମଦର୍ ପବ୍ଲିକ ସ୍କୁଲର ଛାତ୍ରୀ,୫୦୦ ରୁ ୫୦୦ ମାର୍କ ରଖି କଲେ ରେକର୍ଡ
*ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିଛନ୍ତି
*ଓଡ଼ିଶାରେ ୭୪୧ ସ୍କୁଲରୁ ୬୫,୨୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ
*ସେମାନଙ୍କ ମଧ୍ୟରୁ ୬୪,୯୦୦ ଜଣ ପରୀକ୍ଷା ଦେଇଥିଲେ, ୬୦,୭୮୮ ଜଣ ପାସ୍ କରିଛନ୍ତି
*୨୦୨୫-୨୬ ରେ ପାସ୍ ହାର ୯୩.୬୬ ରହିଛି

Spread the love

Leave a Reply

Your email address will not be published. Required fields are marked *