Header-News-Banner

ଓଡିଶା

କାଳବୈଶାଖୀ କୁକୁଡା ଫାର୍ମ ଭାଙ୍ଗିରୁଜି ଚୁରମାର

ଗଣିଆ ୦୧/୦୫(ସରୋଜ କୁମାର ଦାଶ) ଗଣିଆରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହିତ ବିଦ୍ୟୁତ୍ ତାର ଛିଣ୍ଡି ଯାଇଛି...

ନୟାଗଡ଼ବୈଷ୍ଣବଦେବୀମନ୍ଦିର ରୁଚୋରି ନୟାଗଡ଼: ଦ୍ୱିତୀୟ ବୈଷ୍ଣବ ଦେବୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ମା’ଙ୍କର ସମସ୍ତ ସୁନା ଅଳଙ୍କାର ଲୁଟି ନେଲେ କାଳବୈଶାଖୀ...

୯୯୩ଟଙ୍କା ବଢ଼ିଲାକମର୍ସିଆଲ୍ ଗ୍ୟାସ୍‌_ସିଲିଣ୍ଡର ଦେଶରେ ବଢ଼ିଲା କମର୍ସିଆଲ୍ ଗ୍ୟାସ୍‌ ସିଲିଣ୍ଡର ଦର ୧୯ କେଜି କମର୍ସିଆଲ୍ ଗ୍ୟାସ୍‌ ସିଲିଣ୍ଡର ଦର ୯୯୩ ଟଙ୍କା ବୃଦ୍ଧି ଘରୋଇ ଗ୍ୟାସ୍...

ବଦଳିଲାପାଗ ତାତିରୁମିଳିଲା ଆଶ୍ୱସ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଭୁବନେଶ୍ୱର, ଖୋର୍ଦ୍ଧା ସମେତ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୬୦...

୧୪ଘଣ୍ଟା ଚାଲିଲା_ବିଧାନସଭା ମଧ୍ୟରାତ୍ରୀଯାଏଁଚାଲିଲା_ବିଧାନସଭାର ସ୍ୱତନ୍ତ୍ର ଅଧିବେଶ ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨ ଟା ୪୫ ଯାଏଁ ଚାଲିଲା ନାରୀ ଶକ୍ତି ବନ୍ଦନ ଅଧିନିୟମ...

ସଂଘର୍ଷରୁ ସଫଳତା : ଉଦଳାରୁ ଓଡ଼ିଶା ମଞ୍ଚ ପର୍ଯ୍ୟନ୍ତ ଉଦଳାର ଝିଅ ଉପାସନା ସାହୁ

ଉଦଳା ୨୯/୦୪/୨୦୨୬-ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରୁ ଆସିଥିବା ପ୍ରତିଭାଶାଳୀ ଗାୟିକା ଉପାସନା ସାହୁ ନିଜ ଅସାଧାରଣ କଣ୍ଠସ୍ୱର, କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି ଦ୍ୱାରା ଓଡ଼ିଶାର...

ପାଣି ଟୋପେ ପାଇଁ ମହିଳାଙ୍କ ବ୍ଳକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ

ଗଣିଆ ୨୯/୦୪(ସରୋଜ କୁମାର ଦାଶ) ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ତାପମାତ୍ରା ବଢ଼ିବା ସହିତ ଜଳସ୍ତର ହ୍ରାସ ପାଇଛି । ଗଣିଆରେ ଅନେକ ସ୍ଥାନରେ...

ଗୋମାତା ଙ୍କୁ ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦସ୍ତଖତ ଅଭିଯାନ

କଣ୍ଟାମାଳ ୨୭:୦୪:୨୦୨୭ (ପୂର୍ଣ୍ଣ ଚରଣ ସାହୁ )ସର୍ବ ଭାରତୀୟ ସ୍ତରରେ ଗୋ-ମାତା ଙ୍କୁ ସେବା , ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର ୫୧୦୦ ତହସିଲ ରେ...

କଣ୍ଟାମାଳ ତହସିଲଦାରଙ୍କୁ ଗୋ-ସମ୍ମାନ ଆହ୍ବାନ ଅଭିଜାନ ପକ୍ଷରୁ ପ୍ରାର୍ଥନାପତ୍ର ପ୍ରଦାନ

କଣ୍ଟାମାଳ ୨୭:୦୪:୨୦୨୬(ପୂର୍ଣ୍ଣ ଚରଣ ସାହୁ )କଣ୍ଟାମାଳ ତହସିଲଦାରଙ୍କ ଜରିଆରେ ଗୋ-ସମ୍ମାନ ଆହ୍ବାନ ଅଭିଜାନ ପକ୍ଷରୁ ମହାମହିମ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ରାଜ୍ୟପାଳ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ...