ଶାସନ ପ୍ରଶାସନ ଲୋକଙ୍କ ସେବକ ଥିବା ବେଳେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପୁଞ୍ଜିପତି କାରଖାନା ମାଲିକ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ର ସେବକ ସାଜି ଖୋଲମଖୋଲା ବେଆଇନ କାର୍ଯ୍ୟ କରୁଥିବାର ସାଂଘାତିକ ଅଭିଯୋଗ।
ବିଗତ ଡିସେମ୍ବର ମାସରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ରାଜଗାଙ୍ଗପୁର ଦ୍ଵାରା ଲାଞ୍ଜିବେରନା ଅଞ୍ଚଳର ଆଦିବାସୀ ମାନଙ୍କ ଜମିକୁ ରାତିଅଧିଆ ଜୋରଜବରଦସ୍ତ କବଜା କରିବାକୁ ଚେଷ୍ଟା କରି...