ବିଭିନ୍ନ ଖବର କାଗଜରେ ପ୍ରସାରିତ ପରେ ମୁନୁଷପଦର୍ ଗାଁରେ ପହଞ୍ଚିଲା ଉତ୍କଳ ଆଲୁମିନା ମୋବାଇଲ୍ ସ୍ବାସ୍ଥ୍ୟ ଟିମ୍ ।
କାଶୀପୁର, ୧୩/୧୦: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ଏକ ମୋବାଇଲ...