Header-News-Banner

Kalinganews24

ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରକୁ ଭାଷା ସାହିତ୍ୟ ଗବେଷକଙ୍କ ଆଗମନ

ଝୁମ୍ପୁରା, ୨୦/୦୩ - ୧୯୯୩ ମସିହାରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତ୍ର ସାଢେ଼ ଚାରିଶହ ଦରମାରେ ପ୍ରାଥମିକ ଗୁରୁଜୀ ଭାବେ ଶିକ୍ଷକତା...

ଚାଷୀକୁଳ ଆଜି ହତାଶ ପଡି ରହିଛି ଧାନବସ୍ତା

ତିହିଡିରୁ ରତିକାନ୍ତ ଦାସକଳିଙ୍ଗ ଫୋକସ ପେପର ତିହିଡି ବ୍ଲକ ଅନ୍ତର୍ଗତ ରାଜନଗର ପଂଚାୟତ ଚାରିତରଫ ସମବାୟ ସମିତି ପକ୍ଷରୁ ଆଜି ରାସ୍ତାରେ ବସି ଆନ୍ଦାଳନ କରିଛନ୍ତି ଚଷୀଭାଇ...

ଉଜ୍ଜ୍ବଳା ଗ୍ୟାସ ଗ୍ୟାସ ଉପରେ ଉପରେ ବ୍ୟବସାୟୀଙ୍କ ନଜର

ପାପଡାହାଣ୍ଡି,ତା ୨୦/୩ ରାଜ୍ୟ ରେ ଘରୋଇ ଏଲପିଜି ଗ୍ୟାସର ଅଭାବ ଜାରି ରହିଥ‌ିବା ବେଳେ ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକରେ ସ୍ପଷ୍ଟ ଭାବେ ଦେଖିବାକୁ...

ଖୁବଶୀଘ୍ରସରୁଛିଯୁଦ୍ଧ,#ଜିତୁଛି_ଇସ୍ରାଏଲ୍: ନେତାନ୍ୟାହୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ ଖୁବଶୀଘ୍ର ସରୁଛି ଯୁଦ୍ଧ, ଜିତୁଛି ଇସ୍ରାଏଲ୍: ବେଞ୍ଜାମିନ୍ ନେତାନ୍ୟାହୁ ମୁଁ ଜୀବିତ ଅଛି ଏବଂ...

ପଶ୍ଚିମବଙ୍ଗପାଇଁବିଜେପିର୧୧୧ତାଲିକା ପଶ୍ଚିମବଙ୍ଗ ପାଇଁ ବିଜେପିର ୧୧୧ ଜଣିଆ ତାଲିକା ପ୍ରକାଶ ମଠଭଙ୍ଗାରୁ ଲଢ଼ିବେ ନିଶିତ ପରମାଣିକ ବାରାକପୁରରୁ କୌସ୍ତବ ବାଗ୍‌ଚୀ, କମରହାତୀରୁ ଅରୁପ ଚୌଧୁରୀ ହିଞ୍ଜଲଗଞ୍ଜରୁ ରେଖା...

ଯାହା ହେଉ ନବୀନବାବୁସବୁଦିନ_ଆସୁଛନ୍ତି: CM ଖର୍ଚ୍ଚ ଦାବି ଆଲୋଚନାରେ ବିରୋଧୀଦଳ ନେତାଙ୍କୁ CMଙ୍କ ଟାର୍ଗେଟ୍‌ ‘ତତ୍କାଳୀନ ମୁଖ୍ୟମନ୍ତ୍ରୀ ପୂର୍ବରୁ ବିଧାନସଭା ଠିକ୍‌ ଭାବେ ଆସୁ ନ ଥିଲେ’...

ବଡଟେମରା, ସରକାରୀ (ଏସ ଏସ ଡି )ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଝରିଗାଁ। ତା 19/03/2026- ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମରା ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ (ଏସ ଏସ ଡି )ଆଶ୍ରମ ବିଦ୍ୟାଳୟ ଠାରେ ଗୁରୁବାର...

ବିଜେପୁର ବ୍ଲକ ରେ ମନରେଗା ଜନଶୁଣାଣି

ବିଜେପୁର -୧୮ /୩ (ଅମୁଲ୍ୟ ସୁନା )ବିଜେପୁର ପଂଚାୟତ ସମିତି ସଭାଗୃହରେ ମନରେଗା ଯୋଜନା ର ବ୍ଲକ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଳାପରିଷଦ...