Header-News-Banner

Kalinganews24

କାଳୀପୂଜା ପାଇଁ ଉତ୍ସବମୁଖର ପୋଡାଶୋଳ ବଜାର

ନୀଳଗିରି:୨୨/୧୦ (କିରଣ ଜିତ୍ ବିଶ୍ଵାଳ)ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ପୋଡାଶୋଳବଜାରରେ ଚାଲିଥିବା ୫୭ବର୍ଷର ମା କାଳୀପୂଜା ଧୁମ୍ ଧାମରେ ପାଳିତ ହେଉଛି। ରଙ୍ଗୀନ୍ ଆଲୋକମାଳା ସାଜସଜ୍ଜା...

ସତ୍ୟପାଠରେ ମାମଲାରେ କେଉଁ ତଥ୍ୟ ଦେଇନାହାନ୍ତି ଘାସିରାମ

ଭୁବନେଶ୍ୱର,୨୨।୧୦(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ଥିବା ୨ଟି ଅଭିଯୋଗର ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ...

ଘାଟସିଲା- ଉପନିର୍ବାଚନ- ସରଗରମ

-ବର୍ତମାନ ର ବଡ ଖବର,ଘାଟସିଲା ଉପନିର୍ବାଚନ ପାଇଁ ବର୍ତ୍ତମାନ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଯାଇଛି।ଘାଟସିଲା ର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର...

ମର୍କଟ ଆକ୍ରମଣ ରେ ନାବାଳିକା ଗୁରୁତର ବଙ୍ଗୋମୁଣ୍ଡା,୧୬/୧୦:(ଅନିଲ କୁମାର ଖମାରୀ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପୁଟୁପଡା ଗାଁରେ ମାଙ୍କଡ଼ ଆତଙ୍କ । ମାଙ୍କଡଡ଼ ଆକ୍ରମଣରେ ଜଣେ ୫ ବର୍ଷୀୟା ନାବାଳିକା ଗୁରୁତର ହୋଇଛନ୍ତି । ଝିଅଟିକୁ ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ମାସକ ପୂର୍ବରୁ ପୁଟୁପଡା ଗାଁର ସଲ୍ୟ ବଛା ଓ ଦୁଇ ଜଣ ମହିଳା, ଭାନପୁର ଗାଁର କିଛି ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଗୁରୁବାର ସକାଳୁ ଜଣେ ନାବାଳିକାଙ୍କୁ ଆକ୍ରମଣ କରିଛନ୍ତି ମାଙ୍କଡ଼ ।

ଝାରଖଣ୍ଡ ଘାଟସିଲା ର ଉପନିର୍ବାଚନ

ଝାରଖଣ୍ଡ ର ଘାଟସିଲା ବିଧାନସଭା ସିଟ୍ ର ଉପନିର୍ବାଚନ ମତଦାନ ତାରିଖ ଘୋଷଣା ହୋଇଯାଇଛି।ଏହି ସିଟ୍ ରେ ୧୧ ନଭେମ୍ବର ଦିନ ମତଦାନ ହେବ। ନିର୍ବାଚନ ଆୟୋଗ...

ଅତଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ।ନନ୍ଦପୁର ୧୪-୧୦ ,( ବିମଳ ସ୍ମିତ) କୋରାପୁଟ ଜ଼ିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ୮ ଜଣ ୱାର୍ଡ଼ ମେମ୍ବର ଉପ ଜ଼ିଲ୍ଲାପାଳ ଓ ଜ଼ିଲ୍ଲାପାଳ ଙ୍କ ଦ୍ଵାରସ୍ତ ହୋଇଛନ୍ତି। ୱାର୍ଡ଼ ମେମ୍ବରମାନଙ୍କ କହିବା ଅନୁସାରେ ଅତଣ୍ଡା ସରପଞ୍ଚଙ୍କ ଉପରେ ଆଉ ଆସ୍ଥା ପ୍ରକଟ କରୁ ନ ଥିବା ଅତଣ୍ଡା ପଂଚାୟତର ନିର୍ବାଚିତ ୱାର୍ଡ ମେମ୍ୱରମାନେ ସେଥିପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ପତ୍ର ମାଧ୍ୟମରେ ଉଲ୍ଲେଖ ରହିଛି l କାହିଁକି କଣ ପାଇଁ ସରପଂଚଙ୍କ ଉପରେ ଆସ୍ଥା ପ୍ରକଟ କରୁନାହାନ୍ତି ଏହି କଥା ତଥା ବିଷୟ ଉଲ୍ଲେଖ ହୋଇ ନାହିଁ l ତେବେ ମଙ୍ଗଳବାର ଆଠ ଜଣ ୱାର୍ଡ ମେମ୍ବର କୋରାପୁଟ ଉପ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଅନାସ୍ଥା ପତ୍ର ଦାଖଲ କରି ତୁରନ୍ତ ନନ୍ଦପୁର ବିଡ଼ିଓଙ୍କୁ ପଂଚାୟତ ସଭା ଡାକିବାକୁ ଗୁହାରି କରିଛନ୍ତି ୱାର୍ଡ ମେମ୍ବରମାନେ । ଅନ୍ୟ ପଟେ ଏ ନେଇ ଖବର ଲେଖାଯିବା ପୂର୍ବରୁ ସଂପୃକ୍ତ ସରପଂଚ ସହଦେବ ପାଙ୍ଗିଙ୍କ କୌଣସି ପ୍ରତିକ୍ରିୟା ମିଳପାରିନାହିଁ l

ଉପନିର୍ବାଚନ ପାଇଁ ତତ୍ପର ପ୍ରଶାସନ, ନୂଆପଡ଼ା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ବିଭିନ୍ନ ବୁଥ ପରିଦର୍ଶନ

ନୂଆପଡା: ୧୪/୧୦ (ମଳୟ ମେହେର) ଆସନ୍ତା ନୂଆପଡା ବିଧାନସଭା ଉପନିର୍ବାଚନକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପ୍ରକ୍ରିୟା ସୁଚାରୁ...

ଉପନିର୍ବାଚନ ପାଇଁ ଓଡ଼ିଶା-ଛତିଶଗଡ ସୀମାରେ ପୋଲିସର ଯାନଚାଲାଣ ଯାଞ୍ଚ

ସିନାପାଲି:୧୪/୧୦ (ମଳୟ ମେହେର) ନୂଆପଡା ଜିଲ୍ଲାର ଭିତରେ ଓଡ଼ିଶା ଏବଂ ଛତିଶଗଡ ସୀମାଞ୍ଚଳ ଅଞ୍ଚଳରେ ଉପନିର୍ବାଚନ ଆଗରୁ ପୋଲିସ ପକ୍ଷରୁ କଡା ଯାନ ତଦାରଖ ଓ ଯାଞ୍ଚ...

ବିଜେପି ରୁ ଜୟ ଢୋଲକିଆଙ୍କ ନାଁ ଚୂଡ଼ାନ୍ତ, ୧୬ରେ ଭରିବେ ନାମାଙ୍କନ

ଭୁବନେଶ୍ୱର/ନୂଆପଡ଼ା: ୧୪/୧୦ (ମଳୟ ମେହେର)ନୂଆପଡ଼ା ବିଧାନସଭା ଉପନିର୍ବାଚନ ତାରିଖ ନିକଟାସୁଛି, ଏବଂ ଏହାକୁ ନେଇ ରାଜନୈତିକ ହାଲଚାଲ ଚୂଡ଼ାନ୍ତ ସୀମାକୁ ପହଞ୍ଚିଛି । ରାଜନୈତିକ ପରିସ୍ଥିତିର ଏହି...

ମସ୍କାଗୁଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ଲାଞ୍ଜିଗଡ଼,୧୩/୧୦(ଜଗତ ପାତ୍ର): ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମସ୍କାଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି...