Header-News-Banner

Month: March 2026

ହିନ୍ଦୁ ଧର୍ମ ର ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ସେକ୍ଟର 17

ସ୍ଥିତ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ଚାଳିଶା କେନ୍ଦ୍ର ରେ ରାମ ନବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ରାମ ନବମୀ ଉତ୍ସବ ରେ ଶ୍ରୀ ଶ୍ରୀ...

ବର୍ଷକରେରେଲୱେ ରେ୪୩ ହଜାରନି ଯୁକ୍ତି ଚଳିତ ଆର୍ଥିକ ବର୍ଷରେ ୪୩,୨୩୦ ନିଯୁକ୍ତି ଦେଇଛି ଭାରତୀୟ ରେଲୱେ ଟେକ୍ନିସିଆନ, JE, ପାରାମେଡିକାଲ, SI, କନଷ୍ଟେବଲ ବର୍ଗରେ ନିଯୁକ୍ତି ଆସିଷ୍ଟାଣ୍ଟ...

ପର୍ଯ୍ୟାପ୍ତତେଲ ଗ୍ୟାସ୍ଅଛି;#ଲାଇନ୍ଲଗାନ୍ତୁ_ନାହିଁ' କୌଣସି ଗୁଜବ ଉପରେ ଆଦୌ ବିଶ୍ବାସ ନ କରିବାକୁ କେନ୍ଦ୍ରର ଅନୁରୋଧ ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ ଅପିଲ୍ ଦେଶରେ ପର୍ଯ୍ୟାପ୍ତ...

ରବିଚାଷ ପଞ୍ଜିକରଣରୁ ବାଦ ପଡ଼ିଥିବା ମେଗାଲିଫ୍ଟ ଚାଷିଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି,କୋକସରା ୨୭/୦୩ : ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା, ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ କୋକସରା, ଜୟପାଟଣା, ଧର୍ମଗଡ ଏବଂ ଜୁନାଗଡ଼ ବ୍ଲକର ଚାଷୀମାନେ ଏ ବର୍ଷ...

ପଲସାଗୋରା ଅଞ୍ଚଳ ରେ ବର୍ଷା ପବନ ସହ କୁଆପଥର ବୃଷ୍ଟି l 

କଣ୍ଟାମାଳ ୨୭:୦୩:୨୦୨୬(ପୂର୍ଣ୍ଣ ଚରଣ ସାହୁ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ଅଞ୍ଚଳ ରେ ଆଜି ଅପରାହ୍ନ ସମୟରେ ରେ ଝଡ଼ ତୋଫାନ, ବର୍ଷା ସହ କୁଆପଥର...

(E- paper news)ଓଡ଼ିଶା ସୁପ୍ରସିଦ୍ଧ ଶ୍ରୀରାମ ଜନ୍ମୋତ୍ସବ ଏବଂ ରାମନବମୀ ମହୋତ୍ସବ ଧୁମଧାମରେ ପାଳିତ।

ଗାଙ୍ଗପୁର ଷ୍ଟେଟ୍ ଅମଳରୁ ଆରମ୍ଭ ହୋଇଥିବା ଓଡ଼ିଶା ର ସୁପ୍ରସିଦ୍ଧ ଶ୍ରୀରାମ ରାମ ଜନ୍ମୋତ୍ସବ ଏବଂ ରାମନବମୀ ମହୋତ୍ସବ ବାବା ତାଲାବ ପୋଖରୀ କୂଳରେ ଥିବା ହନୁମାନ...

ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ର ପ୍ରସ୍ତୁତି ବୈଠକ

ବରପାଲି ( କଳିଙ୍ଗ 24 ଖବର ) ପ୍ରଭାକର ଶିକା ତା :26 3 26 ଗୁରୁବାର ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବିଜେପୁର ନିବାର୍ଚନ...

ଯୁବପାତ୍ରପୁଟ ରାମ ମନ୍ଦିରରେ ନବମୀ ପୂଜା ପାଳନ

କୁନ୍ଦୁରା ( କଲିଙ୍ଗ ଫକସ୍) 27/03/26:-କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଯୁବପାତ୍ରପୁଟ ସ୍ଥିତ ରାମଚନ୍ଦ୍ର ମନ୍ଦିରରେ ନବମୀ ପୂଜା ପାଳିତ ହୋଇଯାଇଛି। ରୀତିନୀତି...