Header-News-Banner

ଓଡିଶା

ଶ୍ରୀରାମ ପାଇଁ ଭଵ୍ୟ ଆୟୋଜନ

ରତିକାନ୍ତ ଦାସକଳିଙ୍ଗ ଫୋକସ ପେପର ତିହିଡି କଲେଜ ଛକ ନିକଟରେ ଶ୍ରୀରାମ ପାଇଁ ଭଵ୍ୟ ଆୟୋଜନ କରାଯାଇଛି. ଦୀର୍ଘ ଚାରିବର୍ଷ ହେବ ସୁଚାରୁରୂପେ କାଯ୍ୟ କରିଆସୁଛନ୍ତି ଶ୍ରୀରାମ...

ରାମନବମୀ ଅବସରରେ ରାମଦୟା ପରିଷଦ ଏବଂ ବଜରଙ୍ଗୀ ସେନା ତରଫରୁ ବିଶାଳ ବାଇକ୍ ଶୋଭାଯାତ୍ରା

ଗଣିଆ - ୨୭/୦୩(ସରୋଜ କୁମାର ଦାଶ)ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ଜନ୍ମଦିବସ ଆଜି ପାଳୁଛି ସାରା ବିଶ୍ବ । ପୁରପଲ୍ଲୀରେ ଆଜି ଗୁଞ୍ଜରିତ ହେଉଛି ରାମଧ୍ବନୀ ।...

କମର୍ସିଆଲ୍LPGଆବଣ୍ଟନବୃଦ୍ଧିନିର୍ଦ୍ଦେଶ କମର୍ସିଆଲ୍ LPG ଆବଣ୍ଟନ ବୃଦ୍ଧି ପାଇଁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ ସବୁ ରାଜ୍ୟକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ସଚିବଙ୍କ ଚିଠି ଅତିରିକ୍ତ ୨୦ ପ୍ରତିଶତ...

ଏପ୍ରିଲ ରେମଦ ଦୋକାନପାଇଁ ଲଟେରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ହେବ ଲଟେରୀ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ‘ଆବଶ୍ୟକ ପଡ଼ିଲେ...

ବନ୍ଧୁତାପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ l

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଚ୍ଛାମୁଣ୍ଡା ଠାରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଉଦ୍ଦଘାଟନି ଉତ୍ସବ ରେ...

ଜିଲ୍ଲା ପ୍ରତିଷ୍ଠା ଦିବସରେ ଲୋକାର୍ପିତ ହେବ ‘ଧଏନ୍ ମାଁ ମାଟି, ଧଏନ୍ ବରଗଡ଼’

ବରଗଡ଼::୨୫.୦୩.(ଯୋଗେନ୍ଦ୍ର ସାହୁ )କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ବରଗଡ଼ ଜିଲ୍ଲାକୁ ନେଇ ରଚିତ 'ପୁଣ୍ୟ ମାଟି ମୋ ବରଗଡ଼' ଗୀତର ଅପୂର୍ବ ସଫଳତା ଓ...

ଜିଲ୍ଲା ସ୍ତରୀୟ ଆଧାର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ

ସମସ୍ତ ଆଧାର ସେବା କେନ୍ଦ୍ରରେ ସେବା ଆଧାରିତ ଶୁଳ୍କ ଚାର୍ଟ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ବରଗଡ଼, ୨୫/୦୩(ଯୋଗେନ୍ଦ୍ର ସାହୁ )ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ...

ବରଗଡ଼ରୁ ଭୁବନେଶ୍ୱର ଏକ ସକାଳ ଇଣ୍ଟରସିଟି ଟ୍ରେନ ଚଳାଚଳ କିମ୍ବା ସମ୍ବଲପୁର ଟ୍ରେନକୁ ବରଗଡ଼ ସମ୍ପ୍ରସାରଣ

ବରଗଡ,୨୫୲୦୩ (ଯୋଗେନ୍ଦ୍ର ସାହୁ )ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ବରଗଡ଼ ଓ...

ମା ଜାଗୁଳାଇ ମନ୍ଦିରରେ ୬୩ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ

ନାଉଗାଁ, ୨୫/୦୩ /(ବୈଷ୍ଣବ ରାଉଳ)ନାଉଗାଁ ବ୍ଲକର ତିହୁଡା ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ମା ଜାଗୁଳାଇ ମନ୍ଦିରରେ ପବିତ୍ର ଚୈତ୍ର ମାସ ଅବସରରେ ବାସନ୍ତିକ ଦୁର୍ଗାପୂଜା...

ସାମ୍ବାଦିକ ସୁଶାନ୍ତ ପୋଥାଳ ଓଡ଼ିଏମଏମ ରାଜ୍ୟ ସମ୍ପାଦକ

ଭୁବନ ୨୫.୩- ( ମନୋଜ କୁମାର ପୋଥାଳ)ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ( ଓଡ଼ିଏମଏମ) ରାଜ୍ୟ ସମ୍ପାଦକ ଭାବେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ...